ଯାନ୍ତ୍ରିକ ସଫେଇ କାହା ସ୍ବାର୍ଥରେ?

ବହୁ ରାସ୍ତା ବାଲିରେ ପୋତି ହୋଇଗଲାଣି, ଗାଡ଼ି ଯାଉନି ଭୁବନେଶ୍ବର : ରାଜଧାନୀରେ ୮୦କିମି ରାସ୍ତାରେ ଯାନ୍ତ୍ରିକ ସଫେଇ କରିବା ପାଇଁ ବିଏମ୍‌ସି ବର୍ଷକୁ ପ୍ରାୟ ୩୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛି। ହେଲେ ବଡ଼ ବିଚିତ୍ର ଢ଼ଙ୍ଗରେ ସଫେଇ ହେଉଛି। ରାସ୍ତାରେ ବାଲି ଥାଉ କି ନଥାଉ ପ୍ରତିଦିନ ସମାନ ରାସ୍ତାରେ ସଫେଇ ଗାଡ଼ି ବୁଲୁଛି। କିନ୍ତୁ ଅଧିକାଂଶ ପ୍ରମୁଖ ରାସ୍ତା ଓ ନିକଟବର୍ତ୍ତୀ ରାସ୍ତାରେ ପାଦେ ଉଚ୍ଚର … Continue reading ଯାନ୍ତ୍ରିକ ସଫେଇ କାହା ସ୍ବାର୍ଥରେ?